ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚଣ୍ଡୀଗଡ଼ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚଣ୍ଡୀଗଡ଼   ବିଶେଷ୍ୟ

ଅର୍ଥ : ପଞ୍ଜାବ ଓ ହରିଆନାର ରାଜଧାନୀ ହୋଇଥିବା ପଞ୍ଜାବର ଏକ ସହର

ଉଦାହରଣ : ଚଣ୍ଡୀଗଡ଼ ହେଉଛି ଏକମାତ୍ର ସହର ଯାହା ଦୁଇଟି ରାଜ୍ୟର ରାଜଧାନୀ ଚଣ୍ଡୀଗଡ଼ ହେଉଛି ଏକ ସୁନ୍ଦର ସହର

ସମକକ୍ଷ : ଚଣ୍ଡୀଗଡ଼ ସହର


ଅନ୍ୟ ଭାଷାରେ ଅନୁବାଦ :

भारत के पंजाब का एक शहर जो पंजाब और हरियाणा दोनों की राजधानी है।

चंडीगढ़ एकमात्र ऐसा शहर है जो दो राज्यों की राजधानी है।
चंडीगढ़ एक सुंदर शहर है।
चंडीगढ़, चंडीगढ़ शहर

ଅର୍ଥ : ଭାରତର ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ

ଉଦାହରଣ : ପଞ୍ଜାବର ରାଜ୍ୟପାଳ ହିଁ ଚଣ୍ଡୀଗଡ଼ର ପ୍ରଶାସକ ହୁଅନ୍ତି


ଅନ୍ୟ ଭାଷାରେ ଅନୁବାଦ :

भारत का एक केंद्र शासित प्रदेश।

पंजाब का राज्यपाल ही चंडीगढ़ का प्रशासक होता है।
चंडीगढ़, चंडीगढ़ केन्द्र शासित प्रदेश

The territory occupied by one of the constituent administrative districts of a nation.

His state is in the deep south.
province, state